News & Article

Relief Support to Needy People on Cyclone Gulab in Tandiguda Village of R.Udaygiri Block Gajapati District

ଗୋଟିଏ ପରେ ଗୋଟିଏ ବାତ୍ୟା ତାଣ୍ଡବ ରଚି ଚାଲିଛି । ୨୬ ସେପ୍ଟେମ୍ବର ୨୦୨୧ ର ଏହି ବାତ୍ୟା ଗୁଲାଵ ଯୋଗୁଁ ଲୋକଙ୍କୁ ବାହାରିବାକୁ ବାରଣ କରାଯାଇଥିବା ବେଳେ ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ ଅନ୍ତର୍ଗତ ବସ୍ତ୍ରେଗୁଡା ପଞ୍ଚାୟତର ତାଣ୍ଡିଗୁଡା ଗ୍ରାମରେ ପ୍ରାୟ ୧୧୨ ରୁ ଉର୍ଦ୍ଧ୍ବ ଅସହାୟ ଗରୀବ ନିରୀହ ପୁଣି ବିଧବାମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଗ୍ଲୋବାଲ ଇଣ୍ଡିଆନ ଫେଇଥ ଟ୍ୟାବରନେକଲ ସ୍କୁଲର ନିର୍ଦ୍ଦେଶକ ତଥା ସମାଜ ସେବୀ ଆଚ୍ଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନ । ଅତ୍ୟାବଶ୍ୟକ ରାସନ ସାମଗ୍ରୀ ସହ ଆର୍ଥିକ ସହାୟତା ରାଶୀ ମଧ୍ୟ ପ୍ରଦାନ କରିଛନ୍ତି । ଏଭଳି ଏକ ବିପଦ ସମୟରେ ଶ୍ରୀ ବର୍ଦ୍ଧନଙ୍କ ଏପରି ଉତ୍ତମ କାର୍ଯ୍ଯକୁ ସାଧୁବାଦ ଜଣାଇଛନ୍ତି ତାଣ୍ଡିଗୁଡା ଗ୍ରାମର ଲୋକେ ।

Related Articles

Leave a Reply

Your email address will not be published. Required fields are marked *

Back to top button